ତୁରନ୍ତ ଘଟଣାର ତଦନ୍ତ ପାଇଁ ପିଏମ ମୋଦିଙ୍କୁ ଅନୁରୋଧ କଲେ ସୁଶାନ୍ତ ସିଂଙ୍କ ଭଉଣୀ
ମୁମ୍ବାଇ: ପ୍ରତିଦିନ ସୁଶାନ୍ତ ସିଂ ରାଜପୁତ ମାମଲାରେ ନୂଆ ମୋଡ଼ ଆସୁଛି। ଶୁକ୍ରବାର ଦିନ ରିୟା ଚକ୍ରବର୍ତ୍ତୀ ଏକ ଭିଡିଓ ଜାରି କରି ନ୍ୟାୟ ଦାବି କରିଛନ୍ତି। ବର୍ତ୍ତମାନ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍ କରି ଶ୍ୱେତା ସିଂ କିର୍ତ୍ତୀ ଲେଖିଛନ୍ତି – ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଏବଂ ଏହି ଘଟଣାର ତୁରନ୍ତ ତଦନ୍ତ ପାଇଁ ମୁଁ ଅନୁରୋଧ […] Via The Argus https://theargus.in
Comments
Post a Comment