କାଶ୍ମୀରର ଲୋକମାନେ ଅତୀତକୁ ଭୁଲି ଭବିଷ୍ୟତ ବିଷୟରେ ଚିନ୍ତା କରିବା ଉଚିତ୍: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ଲୋକମାନେ ଅତୀତକୁ ଭୁଲି ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବା ଉଚିତ୍। ସେଠାରେ ବହୁତ ସମ୍ଭାବନା ଅଛି । ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ନେତୃତ୍ୱରେ ଏକ ତିନି ଜଣିଆ ବେଞ୍ଚ କହିଛନ୍ତି ଯେ ଜମ୍ମୁ-କାଶ୍ମୀରର ଲୋକମାନେ ଅତିତରେ ବଞ୍ଚିବା ଛାଡି ଭବିଷ୍ୟତକୁ ଦେଖିବା ଉଚିତ୍ କାରଣ ସେଠାରେ ଭବିଷ୍ୟତ ଉଜ୍ଜଳ ଓ ସମ୍ଭାବନା ପୂର୍ଣ୍ଣ ରହିଛି । ଜମ୍ମୁ-କଶ୍ମୀର ବାର୍ ଆସୋସିଏସନର ସଭାପତି ମିଆନ୍ ଅବଦୁଲ କାୟୁମଙ୍କୁ […] Via The Argus https://theargus.in
Comments
Post a Comment