ଆଜି ଅମ୍ବାଲାରେ ପହଞ୍ଚିବ ରାଫେଲ, ରିସିଭ୍ କରିବାକୁ ଯିବେ ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନର ପ୍ରଥମ ବ୍ୟାଚ୍ ଆଜି ଅର୍ଥାତ ବୁଧବାର ଦିନ ଅମ୍ବାଲା ଏୟାରବେସରେ ପହଞ୍ଚିବ। ଏହି ଅବସରରେ ବିମାନ ଗ୍ରହଣ କରିବାକୁ ବାୟୁସେନା ମୁଖ୍ୟ ମାର୍ଶଲ ଆର.କେ. ଭଦୋରିଆ ପହଞ୍ଚିବେ। ସେ ପାଇଲଟମାନଙ୍କୁ ମଧ୍ୟ ଭେଟିବେ। ଫ୍ରାନ୍ସରୁ ଆସୁଥିବା 5 ଟି ରାଫେଲ ବିମାନ ବର୍ତ୍ତମାନ ୟୁଏଇ ଏୟାରବେସରେ ଅଛି । ଆଜି (ବୁଧବାର) ସକାଳେ ଏହି ବିମାନଗୁଡ଼ିକ ୟୁଏଇରୁ ଭାରତକୁ ପଠାଯିବ। ଏଥି ସହିତ ବିମାନ ଅବତରଣ କରିବା ପୂର୍ବରୁ ଅମ୍ବାଲା ବାୟୁସେନା […] Via The Argus https://theargus.in
Comments
Post a Comment