5 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜୁଲାଇରେ ହୋଇଛି ସବୁଠୁ କମ୍ ବୃଷ୍ଟିପାତ, ଖରିଫ ଫସଲକୁ ନେଇ ଚିନ୍ତାରେ ଚାଷୀ
ଅର୍ଗସ ବ୍ୟୁରୋ : 5 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଜୁଲାଇରେ ସବୁଠୁ ସ୍ଵଳ୍ପ ବୃଷ୍ଟିପାତ ହୋଇଛି। ସାଧାରଣତଃ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଜୁଲାଇ ମାସରେ ସବୁଠୁ ଅଧିକ ବର୍ଷା ହୋଇଥାଏ। ତେବେ ଚଳିତ ବର୍ଷ କମ୍ ବର୍ଷା ହୋଇଥିବା କାରଣରୁ ଖରିଫ ଚାଷୀଙ୍କ ଚିନ୍ତା ବଢି ଯାଇଛି। ବିଶେଷକରି ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ଓଡ଼ିଶାର ଚାଷୀ ଏବେ ଚିନ୍ତାରେ। ଯଦି ଅଗଷ୍ଟ ମାସରେ 97 ପ୍ରତିଶତରୁ ସ୍ବଳ୍ପ ବୃଷ୍ଟିପାତ ହୁଏ ତେବେ […] Via The Argus https://theargus.in
Comments
Post a Comment