ଆସନ୍ତାକାଲିଠୁ ଆରମ୍ଭ ହେବ ବନ୍ଦେ ଭାରତ ମିଶନ’ର 5ମ ପର୍ଯ୍ୟାୟ, 23 ଦେଶରୁ ଫେରିବେ ଏକ ଲକ୍ଷ ତିରିଶ ହଜାର ଭାରତୀୟ
ନୂଆଦିଲ୍ଲୀ : ବନ୍ଦେ ଭାରତ ମିଶନର ପଞ୍ଚମ ପର୍ଯ୍ୟାୟ ଆସନ୍ତାକାଲି ଅଗଷ୍ଟ 1 ତାରିଖରୁ ଆରମ୍ଭ ହେବ। ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ପୁଣି ଥରେ କାର୍ଯ୍ୟ ଆରମ୍ଭ ହେବ। ଏହା ମିଶନ 31 ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ। ସମୁଦାୟ 792ଟି ବିମାନ ଏଥିପାଇଁ ନିୟୋଜିତ ହେବେ। ଯେଉଁଥିରେ 692ଟି ଆନ୍ତର୍ଜାତୀୟ ବିମାନ ଏବଂ 100 ଟି ଘରୋଇ ବିମାନ ଅନ୍ତର୍ଭୂକ୍ତ ହୋଇଛି। ଏହି ପର୍ଯ୍ୟୟରେ 23ଟି ଦେଶରୁ ଭାରତୀୟଙ୍କୁ ଫେରାଇ […] Via The Argus https://theargus.in
Comments
Post a Comment