ଆଜି ବକ୍ରିଇଦ୍ , ଜାଣନ୍ତୁ ଏହି ଉତ୍ସବ ପାଳନ ପାଇଁ ୟୁପି ସରକାରଙ୍କ କ’ଣ ରହିଛି ଗାଇଡ଼ଲାଇନ୍ସ…
ଅର୍ଗସ ବ୍ୟୁରୋ: ଆଜି ବକ୍ରି ଇଦ୍ । ଏନେଇ ଉତ୍ତରପ୍ରଦେଶର ଯୋଗୀ ସରକାର ଉଭୟ ଅନଲକ୍-3 ଏବଂ ବକ୍ରି ଇଦ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବକ୍ରି ଇଦ ସମ୍ପର୍କରେ ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ମସଜିଦରେ ଜନ ପ୍ରାର୍ଥନା ଉପରେ ବାରଣ କରାଯାଇଛି। ଏହା ବ୍ୟତୀତ, ଖୋଲା ସ୍ଥାନରେ ପଶୁମାନଙ୍କୁ ବଳିଦାନ ଏବଂ ଖୋଲା ସ୍ଥାନରେ ମାଂସ ବହନ କରିବାକୁ ଅନୁମତି ଦିଆଯିବ ନାହିଁ । ବକ୍ରିଡ୍ ପାଇଁ ଗାଇଡ୍ ଲାଇନ୍ : ବକ୍ରି ଇଦ୍ […] Via The Argus https://theargus.in
Comments
Post a Comment