ଫ୍ରାନ୍ସରେ କୋଭିଡ ଟେଷ୍ଟ ହେଲା ସମ୍ପୂର୍ଣ୍ଣ ମାଗଣା
ଅର୍ଗସ ବ୍ୟୁରୋ : ମହାମାରୀ କରୋନା ଭୂତାଣୁ ବହୁ ବିକାଶଶୀଳ ଦେଶର ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ଏହି ମଧ୍ୟରେ ଫ୍ରାନ୍ସ ତାର ନାଗରିକଙ୍କ ପାଇଁ କୋଭିଡ ଟେଷ୍ଟ ସମ୍ପୂର୍ଣ୍ଣ ରୂପରେ ନିଃଶୁକ୍ଳ କରିଛି। ସ୍ଵାସ୍ଥ୍ୟ ମନ୍ତ୍ରୀ ଓଲିବର ବେରନ କହିଛନ୍ତି ଯେ, ଯେ କେହିବି କରୋନା ଟେଷ୍ଟ କରିବାକୁ ଚାହୁଁଛନ୍ତି ସେମାନେ କରିପାରିବେ। ସରକାର ସମ୍ପୂର୍ଣ୍ଣ ଭାବରେ ମାଗଣାରେ ଟେଷ୍ଟ କରିବେ। ସେହିପରି ଘରୋଇ ହସ୍ପିଟାଲ ଗୁଡ଼ିକରେ ମଧ୍ୟ ଟେଷ୍ଟ କରିଥିବା ଲୋକଙ୍କୁ ରିଫଣ୍ଡ କରାଯିବ। […] Via The Argus https://theargus.in
Comments
Post a Comment