ନୂତନ ଜାତୀୟ ଶିକ୍ଷା ନୀତି 2020 ଶିଶୁ ଏବଂ ଯୁବକମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଦିଗରେ ଏକ ପ୍ରମୁଖ ପଦକ୍ଷେପ : ଉପରାଷ୍ଟ୍ରପତି
ନୂଆଦିଲ୍ଲୀ : ନୂତନ ଜାତୀୟ ଶିକ୍ଷା ନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ନୂତନ ଶିକ୍ଷା ନୀତିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ନୂତନ ଜାତୀୟ ଶିକ୍ଷା ନୀତି ସମସ୍ତ ଶିଶୁ ଏବଂ ଯୁବକମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ସୁବିଧା ବୃଦ୍ଧି ପାଇଁ ଏକ ପ୍ରମୁଖ ପଦକ୍ଷେପ ହେବ। ଏ ନେଇ ଏକ ଟୁଇଟ୍ ଜରିଆରେ ସେ ଖୁସି ବ୍ୟକ୍ତ କରିଛନ୍ତି ଯେ, ନୂତନ ଶିକ୍ଷା ନୀତିକୁ ସରକାର ଅନୁମୋଦନ […] Via The Argus https://theargus.in
Comments
Post a Comment