ରାମ ମନ୍ଦିର ମୂଳଦୁଆର 200 ଫୁଟ ଗର୍ଭରେ ସ୍ଥାପନ ହେବ ଟାଇମ କ୍ୟାପସୁଲ, ଜାଣନ୍ତୁ ଏହା ପଛର ଉଦ୍ଦେଶ୍ୟ…
ଅର୍ଗସ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋରଶୋରରେ ଚାଲିଛି। ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମ ଅଗଷ୍ଟ 5କୁ ଚୂଡ଼ାନ୍ତ କରାଯାଇଛି। ଏହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ସାମିଲ ରହିବେ। ଭୂମି ପୂଜନ ପାଇଁ ପୂଣ୍ୟତୋୟା ନଦୀମାନଙ୍କର ଜଳ ଏବଂ ତୀର୍ଥସ୍ଥଳୀ ଗୁଡ଼ିକରୁ ମାଟି ସଂଗ୍ରହ କରିବା କାର୍ଯ୍ୟ ଆରମ୍ଭ ହୋଇଗଲାଣି। 40 କିଲୋ ଚାନ୍ଦି ବିଶିଷ୍ଟ ଶିଳା ରଖି ପ୍ରଧାନମନ୍ତ୍ରୀ ଭୂମି ପୂଜନ ଦିନ ରାମ ମନ୍ଦିରର ମୂଳଦୁଆ ସ୍ଥାପନ […] Via The Argus https://theargus.in
Comments
Post a Comment