ଟେଷ୍ଟ ସିରିଜ ପାଇଁ ପ୍ରଥମରୁ ଆଇପିଏଲ କିଛିଟା ମ୍ୟାଚ ଖେଳିପାରିବେନି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଖେଳାଳି
ଅର୍ଗସ ବ୍ୟୁରୋ: ଆଇପିଏଲର ୧୩ ତମ ସଂସ୍କରଣ ୟୁଏଇରେ ଆୟୋଜନ ହେବାକୁ ଯାଉଛି । ତେବେ ସେପ୍ଟେମ୍ବର ୧୯ ତାରିଖରୁ ଏହା ଆୟୋଜନ କରାଯିବ ବୋଲି ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ସେପ୍ଟେମ୍ବର ୧୬ ତାରିଖରେ ସମାପ୍ତ ହେବ । ଏହାପରେ କରୋନା ମହାମାରୀ ପାଇଁ ଆଇସିସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଉଭୟ ଦେଶର ଆଇପିଏଲରେ ଅଂଶଗ୍ରହଣ କରୁଥିବା […] Via The Argus https://theargus.in
Comments
Post a Comment