ଦିଲ୍ଲୀର ୭୦ଟି ବିଧାନସଭା ଆସନରେ ରାମ ମନ୍ଦିର ଭୂମି ପୂଜାର ସିଧାପ୍ରସାରଣ ଦେଖାଇବ ବିଜେପି
ଅର୍ଗସ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ଦିଲ୍ଲୀ ସାରା ଏଲଇଡି ସ୍କ୍ରିନ ଲଗାଇବ ବିଜେପି ବୋଲି ଦିଲ୍ଲୀର ବିଜେପି ଅଧ୍ୟକ୍ଷ ଆଦେଶ କୁମାର ଗୁପ୍ତା କହିଛନ୍ତି। ସେ କହିଛନ୍ତି ଯେ, ଭୂମି ପୂଜା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଏହା ଏକ ଐତିହାସିକ ଅବସର ହେବ। ଦଳୀୟ ନେତାମାନେ ଦୀପ ପ୍ରଜ୍ଜ୍ଵଳନ କରି ଏହି ଅବସରର ଉତ୍ସବ ମନାଇବେ। ୭୦ଟି ବିଧାନସଭା ଆସନର ଲୋକମାନେ ଏହି […] Via The Argus https://theargus.in
Comments
Post a Comment