ଆଜି ରାଜ୍ୟରେ ପୁଣି 1503 କରୋନା ପଜିଟିଭ୍ ଚିହ୍ନଟ
ଅର୍ଗସ ବ୍ୟୁରୋ : ଆଜି ରାଜ୍ୟରେ ପୁଣି 1503 କରୋନା ପଜିଟିଭ୍ ଚିହ୍ନଟ। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 1002 କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ 501 ସ୍ଥାନୀୟ ସଂକ୍ରମିତ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନୁଗୁଳରୁ 1, ବାଲେଶ୍ଵରରୁ 19, ବରଗଡ଼ରୁ 23, ଭଦ୍ରକରୁ 25, ବଲାଙ୍ଗୀରରୁ 21, ବୌଦ୍ଧରୁ 1, କଟକରୁ 136,ଢେଙ୍କାନାଳରୁ 32, ଗଜପତିରୁ 73, ଗଞ୍ଜାମରୁ […] Via The Argus https://theargus.in
Comments
Post a Comment