ଭୁମିପୁଜନରେ ମଞ୍ଚ ଉପରେ କେବଳ ଚାରିଜଣ ବ୍ୟକ୍ତି ମୋଦିଙ୍କ ସହ ରହିବେ ଉପସ୍ଥିତ, କାର୍ଯ୍ୟକ୍ରମ ସମୟରେ ଜମିବ ନାହିଁ ଭିଡ଼
ନୂଆଦିଲ୍ଲୀ: ଶ୍ରୀ ରାମ ଜନ୍ମଭୂମୀ ମନ୍ଦିରର ଭୁମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେବଳ ପାଞ୍ଚ ଜଣ ଲୋକ ମଞ୍ଚ ଉପରେ ବସିବେ। ପ୍ରଧାନମନ୍ତ୍ରୀଙ୍କ ସହ ସିଏମ୍ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ସଂଗଠନର ମୁଖ୍ୟ ମୋହନ ଭଗବତ ଏବଂ ଟ୍ରଷ୍ଟର ସଭାପତି ମହନ୍ତ ନିତ୍ୟଗୋପାଲ ଦାସ ଯୋଗଦେବେ। ତେବେ ଶୁକ୍ରବାର ଦିନ ମନସ ଭବନରେ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରକାଶ ଥାଉକି, ଏହି କାର୍ଯ୍ୟକ୍ରମରେ ଯୋଗଦେବା […] Via The Argus https://theargus.in
Comments
Post a Comment