UGCର ଅନ୍ତିମ ବର୍ଷ ପରୀକ୍ଷା ନେଇ ଆଜି ରାୟ ପ୍ରକାଶ କରିପାରନ୍ତି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ପୋଷ୍ଟ ଗ୍ରାଜୁଏଟ (ପିଜି) ଓ ଅଣ୍ଡର ଗ୍ରାଜୁଏଟ (ୟୁଜି) ଶ୍ରେଣୀରେ ଫାଇନାଲ ପରୀକ୍ଷା ଶେଷ କରି ଫଳ ପ୍ରକାଶନ କରିବାକୁ ୟୁଜିସିର ଜୁଲାଇ ୬ରେ ସଂଶୋଧିତ ଗାଇଡଲାଇନ୍ସ ପ୍ରସଙ୍ଗରେ ଆସନ୍ତାକାଲି ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇବେ। ସେପ୍ଟେମ୍ବର 30 ସୁଦ୍ଧା ପରୀକ୍ଷା କରିବାକୁ ୟୁଜିସି ପକ୍ଷରୁ କୁହାଯାଇଥିଲା। ପରୀକ୍ଷା ନେହେଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମୟ ହେବ ବୋଲି ୟୁଜିସି ପକ୍ଷରୁ କୋର୍ଟରେ କୁହାଯାଇଥିଲା। ଅଗଷ୍ଟ ୧୮ ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଅଶୋକ ଭୂଷଣ, […] Via The Argus https://theargus.in
Comments
Post a Comment