କଂଗ୍ରେସ ପାଇଁ ମମତା ବାନାର୍ଜୀ ଜରୁରୀ ନା ମେଣ୍ଟ ପାଇଁ ଦିଦି ମଜବୁର ?
ନୂଆଦିଲ୍ଲୀ : କଂଗ୍ରେସରେ ଅସ୍ଥିରତା ପରେ ସିଡବ୍ଲ୍ୟୁସି ବୈଠକରେ ଟିକେ ଆକ୍ଟିଭ ହୋଇଛନ୍ତି ସୋନିଆ। ଅଣ ବିଜେପି ଶାସିତ ରାଜ୍ୟମାନଙ୍କୁ ପୁଣି ଥରେ ଏକଜୁଟ କରିବାକୁ କଂଗ୍ରେସ ଯୋଜନା କରୁଛି। ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ ଥିବାରୁ ଏଥିରେ ଆଗୁଆ ସାମିଲ ହୋଇଛନ୍ତି ମମତା ବାନାର୍ଜୀ। ସେ କଂଗ୍ରେସ ନିକଟତର ହେଉଥିବା ଦେଖିବାକୁ ମିଳିଛି। 2019 ନିର୍ବାଚନ ପୂର୍ବରୁ ମହାମେଣ୍ଟକୁ ନେଇ ଗର୍ଜନ କରୁଥିବା ମମତା ନିର୍ବାଚନ ପରେ ଚୁପ ହୋଇଯାଇଥିଲେ। ତେବେ ଆଗକୁ ନିଜ ରାଜ୍ୟର ମୁନିସିପାଲ […] Via The Argus https://theargus.in
Comments
Post a Comment