ରାଜ୍ୟରେ ଆଜିଠୁ ନାହିଁ ରାତ୍ରୀକାଳୀନ କର୍ଫ୍ୟୁ
ଭୁବନେଶ୍ୱର: ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ ଆଣିଛନ୍ତି ରାଜ୍ୟ ସରକାର। ଏହି ନୂଆ ଗାଇଡ୍ଲାଇନ୍ରେ ରାତ୍ରୀକାଳୀନ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ଏଥିସହ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ସହରରେ ହେଉଥିବା ସପ୍ତାହନ୍ତ ସଟଡାଉନକୁ ମଧ୍ୟ ବାଦ୍ ଦିଆଯାଇଛି। ପୂର୍ବରୁ ରାଜ୍ୟ ସରକାର ରାତି ୯ଟା ପର୍ଯ୍ୟନ୍ତ ଚଳାଚଳ ପାଇଁ ଅନୁମତି ଦେଇଥିଲେ। ଯାହାକୁ ଆଜିଠାରୁ ହଟାଇ ଦିଆଯାଇଛି। ଏବେ ଲୋକମାନେ ବିନା କୌଣସି ଅସୁବିଧାରେ ଯାତାୟାତ କରିପାରିବେ। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯେଉଁ ସପ୍ତାହନ୍ତ […] Via The Argus https://theargus.in
Comments
Post a Comment