ଲାଲୁ ପ୍ରସାଦଙ୍କ ଜାମିନ ଆବେଦନର ଶୁଣାଣି ଆଜି, ଖରାପ ସ୍ୱାସ୍ଥ୍ୟ ନେଇ ଅପିଲ
ନୂଆଦିଲ୍ଲୀ : ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଆଜି ଶୁଣାଣି କରିବେ ଝାଡ଼ଖଣ୍ଡ ହାଇକୋର୍ଟ। ଜଷ୍ଟିସ ଅପରେଶ ସିଂଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ନେଇ ଜାମିନ ଆବେଦନ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମମାଲର ଶୁଣାଣି ହେବ। ଆବେଦନରେ କୁହାଯାଉଛି ଯେ ଲାଲୁ ଯାଦବଙ୍କୁ ହୋଇଥିବା ଦଣ୍ଡ ବିଧାନର ଅଧା ଦଣ୍ଡ ସେ ପୂରଣ କରିଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା […] Via The Argus https://theargus.in
Comments
Post a Comment