ଦେଶବାସୀଙ୍କ ପାଇଁ ଆଶ୍ଵସ୍ତୀକର ଖବର, ଦେଶରେ ମୃତ୍ୟୁ ହାର 1.82 ପ୍ରତିଶତକୁ ହ୍ରାସ
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ମାଡ଼ୁଛି ମହାମାରୀ କରୋନା ସଂକ୍ରମଣ। ତେବେ ଦେଶବାସୀଙ୍କ ପାଇଁ ସବୁଠୁ ଆଶ୍ଵସ୍ତୀକର କଥା ଏହିକି ଯେ, ଦେଶରେ ମୃତ୍ୟୁ ହାର ମଧ୍ୟ 1.82 ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ସୁସ୍ଥ ହାର 76.28 ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆକଳନ କରାଯାଇଛି। ସେପଟେ 21.90 ପ୍ରତିଶତ ଲୋକଙ୍କ ଚିକିତ୍ସା ଚାଲିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 33.87 ଲକ୍ଷ ପାର କଲାଣି। ଶୁକ୍ରବାର ଗୋଟିଏ […] Via The Argus https://theargus.in
Comments
Post a Comment