ଗୃହମନ୍ତ୍ରୀ ଅମିତ ଶାହା ସୁସ୍ଥ, 12 ଦିନ ପରେ AIIMS ରୁ ହେଲେ ଡିସଚାର୍ଜ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଆଜି AIIMS ରୁ ଡିସଚାର୍ଜ କରାଯାଇଛି। ଗତକାଲି AIIMS ଏକ ବିବୃତ୍ତି ଜାରି କରି କହିଥିଲା ଯେ ଗୃହମନ୍ତ୍ରୀ ଅମିତ ଶାହା ସୁସ୍ଥ ହୋଇସାରିଛନ୍ତି ଏବଂ ତାଙ୍କୁ ଶୀଘ୍ର ଡିସଚାର୍ଜ କରାଯିବ। ସାମାନ୍ୟ ଜ୍ୱରରେ ପିଡୀତ ହେବାରୁ ଅମିତ ଶାହାଙ୍କୁ ଅଗଷ୍ଟ 18 ରେ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପ୍ରାୟ 12 ଦିନ ଚିକିତ୍ସା ଚାଲିଥିଲା ସୂଚନାଯୋଗ୍ୟ, ଅଗଷ୍ଟ ୨ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ […] Via The Argus https://theargus.in
Comments
Post a Comment