ଆଜି ଜିଏସଟି କାଉନସିଲର 41 ତମ ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ: ଆଜି ଜିଏସଟି କାଉନସିଲର 41 ତମ ଗୁରୁତ୍ୱପୂର୍ଣ୍ଣ ବୈଠକ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ। ଏହି ବୈଠକରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଯୋଗ ଦେବେ। କେନ୍ଦ୍ର ରାଷ୍ଟ୍ର ଅର୍ଥ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଯୋଗଦେବେ। ସକାଳ 11 ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ଜିଏସଟି ଲାଗୁ ହେତୁ ରାଜସ୍ୱର କ୍ଷତି ପାଇଁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା କ୍ଷତିପୂରଣ ଦେବାକୁ ବିରୋଧୀ […] Via The Argus https://theargus.in
Comments
Post a Comment