ଆଜିଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ
ଅର୍ଗସ ବ୍ୟୁରୋ : ହୁ ହୁ ହୋଇ ମାଡ଼ିଚାଲିଛି କରୋନା ସଂକ୍ରମଣ। କୋଭିଡ ନିୟନ୍ତ୍ରଣ ପାଇଁ ଆଜିଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ। ଏହି ପର୍ଯ୍ୟାୟରେ ସମୁଦାୟ ୨୫ଟି ୱାର୍ଡରେ ସର୍ଭେଲାନ୍ସ କରାଯିବାକୁ ସ୍ଥିର ହୋଇଛି । କମ୍ୟୁନିଟି ଏବଂ ସ୍ୱତନ୍ତ୍ର ବର୍ଗର ନାଗରିକମାନଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯିବ। ବିଏମସିର ପ୍ରଶାସନିକ ଦାୟିତ୍ୱରେ, ଆରଏମଆରସି ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବୈଷୟିକ ସହଯୋଗରେ ଏହି ସର୍ଭେଲାନ୍ସ […] Via The Argus https://theargus.in
Comments
Post a Comment