ଆସିଲା ଅନଲକ-୪ ଗାଇଡଲାଇନ, ଜାଣନ୍ତୁ କେଉଁସବୁ କାର୍ଯ୍ୟକୁ ମିଳିଲା ଅନୁମତି
ଭୁବନେଶ୍ୱର: ଆସିଲା UNLOCK-4 ଗାଇଡଲାଇନ । ସାମାଜିକ,ଏକାଡେମିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ ଧାର୍ମିକ, ରାଜନୈତିକ କାର୍ଯ୍ୟକୁ ମିଳିଲା ଅନୁମତି । ଆସନ୍ତା ସେପ୍ଟେମ୍ବର ୨୧ରୁ କାର୍ଯ୍ୟକ୍ରମ ପାଇଁ ଅନୁମତି । ୧୦୦ ଜଣ ବ୍ୟକ୍ତି ହୋଇପାରିବେ କୌଣସି କାର୍ଯ୍ୟକ୍ରମ ପାଇଁ ଏକତ୍ରିତ । ସେପଟେ ସେପ୍ଟେମ୍ବର ୭ରୁ ମେଟ୍ରୋ ସେବା ଆରମ୍ଭ । ଅନ୍ୟପଟେ ସ୍କୁଲ ଓ କଲେଜକୁ ସେପ୍ଟେମ୍ବର ୩୦ ଯାଏଁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ […] Via The Argus https://theargus.in
Comments
Post a Comment