ମନ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ 11 ଟାରେ ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରିବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ମାସର ଶେଷ ରବିବାରରେ ଅନୁଷ୍ଠିତ ହୋଇଥାଏ, ଯାହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶ ସହ ଯୋଗାଯୋଗ କରନ୍ତି । ମନ କି ବାତ୍ ର ସବୁଠାରୁ ବଡ ଶକ୍ତି ହେଉଛି ବିଭିନ୍ନ ଲୋକଙ୍କ ଠାରୁ, ପ୍ରାଥମିକ ସ୍ତରରୁ […] Via The Argus https://theargus.in
Comments
Post a Comment