ଯୌନ ଶୋଷଣ ମାମଲାରେ ଭର୍ସୋଭା ପୋଲିସ ଷ୍ଟେସନରେ ପହଞ୍ଚିଲେ ଅନୁରାଗ କଶ୍ୟପ
ମୁମ୍ବାଇ: ହାଜର ହେଲେ ଅନୁରାଗ କଶ୍ୟପ। ଅଭିନେତ୍ରୀ ପାୟଲ ଘୋଷଙ୍କ ଅଭିଯୋଗ ପରେ ଅଡୁଆରେ ଫିଲ୍ମ ମେକର ଅନୁରାଗ କଶ୍ୟପ । ଅଭିନେତ୍ରୀ ପାୟଲ ଘୋଷଙ୍କ ଦ୍ୱାରା ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଥିଲେ। ସେପ୍ଟେମ୍ବର 22 ରେ ପାୟଲ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏହା ପରେ ପାୟଲଙ୍କ ଅଭିଯୋଗ ଉପରେ ଅନୁରାଗ କାଶ୍ୟପଙ୍କୁ ଭର୍ସୋଭା ପୋଲିସ ଷ୍ଟେସନକୁ ଆସିବାକୁ […] Via The Argus https://theargus.in
Comments
Post a Comment