ବିଶ୍ଵ ଶାକାହାରୀ ଦିବସ 2020 : ଜାଣନ୍ତୁ ଏହାର ଉପକାରିତା ବିଷୟରେ..
ଅର୍ଗସ ବ୍ୟୁରୋ: ଅକ୍ଟୋବର ୧କୁ ବିଶ୍ଵ ଶାକାହାରୀ ଦିବସ ଭାବରେ ପାଳନ କରାଯାଏ। ଶାକାହାରୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ ଶାକହାରୀ ଖାଇବାର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏହି ଦିବସ ପାଳନ କରାଯାଏ। ୧୯୭୭ ମସିହାରେ ଉତ୍ତର ଆମେରିକୀୟ ଶାକାହାରୀ ସମାଜ ଦ୍ୱାରା ଏହି ଦିନ ପ୍ରତିଷ୍ଠା କରାଯାଇଥିଲା। ଅକ୍ଟୋବର ୧ରୁ ମଧ୍ୟ ଶାକାହାରୀ ଖାଦ୍ୟ ଖାଇବା ନିମନ୍ତେ ସଚେତନତା ମାସର ଆରମ୍ଭ ହୁଏ। ଆମିଷ ଖାଦ୍ୟ ନଖାଇବା ଦ୍ଵାରା ସ୍ୱାସ୍ଥ୍ୟ କିପରି […] Via The Argus https://theargus.in
Comments
Post a Comment