ଆଜି ମିଳିତ ଜାତିସଂଘକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ, ଇମ୍ରାନଙ୍କୁ ମିଳିବ ଜବାବ
ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ପ୍ରାୟ 6.30 ସମୟରେ ମିଳିତ ଜାତିସଂଘର 75ତମ ଅଧିବେଶନରେ ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ସମ୍ବୋଧନରେ ମୋଦି ଆତଙ୍କବାଦ ପ୍ରସଙ୍ଗ ବିସ୍ତାର କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ମଧ୍ୟ କରୋନା ମହାମାରୀ ଉପରେ ରହିପାରେ । ସାଧାରଣ ସଭା ପର୍ଯ୍ୟାୟରୁ ମିଳିତ ଜାତିସଂଘରେ ସଂସ୍କାର ଆଣିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଦିନ ପୂର୍ବରୁ […] Via The Argus https://theargus.in
Comments
Post a Comment