ସ୍ମାର୍ଟସିଟିକୁ ବିଶୋଧନ କରୁଛି ଡ୍ରୋନ୍

ଅର୍ଗସ ବ୍ୟୁରୋ : କୋରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଶୋଧନ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଗତକାଲି ରାତିରେ ଭୁବନେଶ୍ଵରର ପଳାଶୁଣି ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ବିଶୋଧନ କରାଯାଇଛି। ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେସନ, ବିଏମସି ପକ୍ଷରୁ ଏଭଳି ଉଦ୍ୟମ କରାଯାଇଛି। ସୂଚନାନୁଯାୟୀ, ସ୍ମାର୍ଟ ସିଟିରେ ଡ୍ରୋନ୍ ସାହାଯ୍ୟରେ ବିଶୋଧନ କରିବା ପ୍ରକ୍ରିୟା ଏକ ସପ୍ତାହ ଯାଏଁ ଜାରି ରହିବ। ଏହି ପ୍ରକ୍ରିୟା ଗତକାଲି ରାତ୍ରୀ 9ଟାରୁ ଆରମ୍ଭ ହୋଇ ମେ ମାସ 5 […] Via The Argus https://theargus.in

Comments