ବିଗିଡ଼ିଲା ଅଭିନେତା ଋଷି କପୁରଙ୍କ ସ୍ଵାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି
ଅର୍ଗସ ବ୍ୟୁରୋ : ବଲିଉଡର ପ୍ରସିଦ୍ଧ ଅଭିନେତା ଋଷି କପୁରଙ୍କ ସ୍ଵାସ୍ଥ୍ୟବସ୍ଥା ଅଚାନକ ବିଗିଡ଼ିଯାଇଛି। ତାଙ୍କୁ ମୁମ୍ଵାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ସୂତ୍ର ଅନୁଯାୟୀ, କ୍ୟାନସର ସମ୍ଵନ୍ଧିତ ସମସ୍ୟା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଋଷି ଏବେ ଆଇସିୟୁରେ ଅଛନ୍ତି। ଏହା ପୂର୍ବରୁ ଫେବୃୟାରୀରେ ଋଷିଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଋଷିଙ୍କ ଭାଇ ରଣଧୀର କପୁର ଏନେଇ କହିଛନ୍ତି ଯେ, ଋଷିଙ୍କୁ […] Via The Argus https://theargus.in
Comments
Post a Comment