ଦିଲ୍ଲୀ ସରକାରଙ୍କ ପ୍ରଥମ ଲକଡାଉନ କଟକଣା କୋହଳ, ଆଜିଠୁ ଖୋଲିଲା ପ୍ଲମ୍ବର, ଇଲେକ୍ଟ୍ରି ଦୋକାନ
ନୂଆଦିଲ୍ଲୀ : ଦେଶରେ କୋରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ଲକଡାଉନ କଟକଣା ଲାଗୁ ହୋଇଛି। ଏହାରି ମଧ୍ୟରେ ଦିଲ୍ଲୀ ସରକାର ଆଜିଠାରୁ କିଛି ଇଲେକ୍ଟ୍ରିସିଆନ, ପ୍ଲମ୍ବର ଏବଂ ୱାଟର ପ୍ୟୁରିଫାୟର ମେକାନିକ୍ ଦୋକାନ ଖୋଲିବ ପାଇଁ ଅନୁମତି ଦେଇଛନ୍ତି। ଲକଡାଉନ ସମୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏପ୍ରିଲ 20 ତାରିଖରୁ ଅନେକ ବିଷୟରେ କୋହଳ କରିବାକୁ ଅନୁମତି ଦେଇଥିଲେ ସୁଦ୍ଧା ଦିଲ୍ଲୀ ସରକାର କୌଣସି କୋହଳ ଦେଇ ନଥିଲେ। ଗତକାଲି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ […] Via The Argus https://theargus.in
Comments
Post a Comment