କୋରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : କୋରୋନା ମୁକାବିଲା ପାଇଁ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ମୋଦି କୋରୋନା ଭୂତାଣୁ ସହ ଲଢେଇ କରୁଥିବା ସମ୍ପୂର୍ଣ୍ଣ ଦେଶର ସ୍ଥିତି ବିଷୟରେ ଆଲୋଚନା କରିବେ। ଏତଦ୍ ବ୍ୟତୀତ ଗୃହ ମନ୍ତ୍ରାଳୟ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶ ସମ୍ପର୍କରେ ମଧ୍ୟ ସୂଚନା ଦେବେ। ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ତିନୋଟି ମୁଖ୍ୟ ବିନ୍ଦୁ ଉପରେ ଆଲୋଚନା […] Via The Argus https://theargus.in
Comments
Post a Comment