ମନେ ପଡ଼ନ୍ତି ମଧୁବାବୁ…
ଅର୍ଗସ ବ୍ୟୁରୋ : ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 172 ତମ ଜନ୍ମ ବାର୍ଷିକ। ଉତ୍କଳ ଭୁଖଣ୍ଡରେ ଯେଉଁ କେତେଜଣ ମହାନ ବ୍ୟକ୍ତିତ୍ବ ଜନ୍ମ ହୋଇ ମାଟି ମା’ର ଗୌରବ ପାଲଟିଛନ୍ତି, ସେମାନଙ୍କ ମଧ୍ୟରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଅନ୍ୟତମ। ସେ ଜଣେ ସୁପ୍ରତିଷ୍ଠ ଓକିଲ, ସାହିତ୍ୟିକ, ବ୍ୟବସ୍ଥାପକ, ଶିକ୍ଷକ, ସଂଗଠକ, ସମାଜ ସେବକ, ଜାତୀୟପ୍ରେମୀ ସହ ମଧୁବାବୁ ଜଣେ ସାମ୍ବାଦିକ ମଧ୍ୟ ଥିଲେ। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ମହାନ ଅବଦାନ […] Via The Argus https://theargus.in
Comments
Post a Comment