ବାସୁଦେବପୁର ବ୍ଲକରୁ ଆଜି ୨ପଜିଟିଭ ବାହାରିବା ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା

ଭଦ୍ରକ:  ବାସୁଦେବପୁର ବ୍ଲକରେ ଆଜି ଆଉ ୨ଟି କରୋନା ପଜିଟିଭ ସୂଚନା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିବା ପରେ ସଂପୃକ୍ତ ଅଂଚଳରେ ଚେକିଂ କଡାକଡି କରାଯାଇଛି । ଏଥି ସହିତ ଏହାକୁ ଲଗାଇ ବାସୁଦେବପୁର ବ୍ଲକରେ ବର୍ତ୍ତମାନ ସୁଧା ୯ଟି କରୋନା ପଜିଟିଭ ସାମ୍ନାକୁ ଆସିଛି । ଏଥି ସହିତ ସମ୍ପୃକ୍ତ ଅଂଚଳଗୁଡିକୁ ପ୍ରଶାସନ ତରଫରୁ ସମ୍ପୂର୍ଣ ସିଲ କରାଯାଇଛି । ସିଲ ହେଇଥିବା ସ୍ଥାନରେ ପୋଲିସ ଜଗି ରହି ଚେକିଙ୍ଗକୁ କଡ଼ାକଢି କରିଛି । […] Via The Argus https://theargus.in

Comments