କେନ୍ଦ୍ରିୟ ବିଶ୍ଵବିଦ୍ୟାଳୟ ଗୁଡ଼ିକରେ ଘୁଞ୍ଚିଲା ୟୁଜି, ପିଜି ଆବେଦନ ତାରିଖ

ଅର୍ଗସ ବ୍ୟୁରୋ : ସାରା ଦେଶରେ ଏବେ କୋରୋନା ଆତଙ୍କ। କୋରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି କୋରୋନା କଟକଣା ଲାଗୁ କରାଯାଇଛି। ଏଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ପରୀକ୍ଷା ଗୁଡ଼ିକୁ ଘୁଞ୍ଚାଇ ଦିଆଯାଇଛି। ଏହି ମଧ୍ୟରେ ଦେଶର 18ଟି କେନ୍ଦ୍ରିୟ ବିଶ୍ଵବିଦ୍ୟାଳୟରେ ୟୁଜି, ପିଜି ସହିତ ବିଭିନ୍ନ ପାଠ୍ୟକ୍ରମରେ ଦାଖଲ ହେବାକୁ ଥିବା ସେଣ୍ଟ୍ରାଲ ୟୁନିଭରସିଟି କମନ ଏଣ୍ଟ୍ରାନ୍ସ ଟେଷ୍ଟ, ସିୟୁସିଇଟିର ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଏବେ ଏହି ପରୀକ୍ଷା ପାଇଁ […] Via The Argus https://theargus.in

Comments