ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଏହି ବିପଦପୂର୍ଣ୍ଣ ଘଡ଼ିରୁ ଜୟଲାଭ କରିବା- ଧର୍ମେନ୍ଦ୍ର ଏବଂ ତାଙ୍କ ପତ୍ନୀ
ଭୁବନେଶ୍ଵର : ସାରା ଦେଶରେ କୋରୋନା ସଙ୍କଟ ଜାରି ରହିଛି। ଏହି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପତ୍ନୀ ଟ୍ଵିଟ୍ କରି ଲୋକମାନଙ୍କୁ ସଚେତନ କରାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଆମ ସମସ୍ତଙ୍କ ସାମୂହିକ ସଂକଳ୍ପ ସହ ଆମେ ଏହି କଠିନ ସମୟରୁ ଜୟଲାଭ କରିବା। ଆସନ୍ତୁ ଆମେ ଜଣେ ଅନ୍ୟ ଜଣଙ୍କୁ ସମର୍ଥନ କରି ପ୍ରେରଣା ଦେବା। ସାମାଜିକ ଦୂରତ୍ଵକୁ ମାନି ସରକାରଙ୍କ ସମସ୍ତ […] Via The Argus https://theargus.in
Comments
Post a Comment