ସେନାର ଏନକାଉଣ୍ଟରରେ 4 ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
ଜମ୍ମୁ କଶ୍ମୀର: ଜମ୍ମୁ ଓ କଶ୍ମୀର କୂଲଗାଁରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନାର ଏହି ଏନ୍କାଉଣ୍ଟର୍ରେ ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଗୋଡ଼ରେ ସାମାନ୍ୟ ଆଘାତ ଲାଗିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ଆହୁରି ଅଧିକ ଆତଙ୍କବାଦୀ ଥିବା ସନ୍ଦେହରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ଜମ୍ମୁର ହିରାନଗର ସେକ୍ଟରରେ ସୁରକ୍ଷା ବାହିନୀ ଗତକାଲି ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଭାରତୀୟ […] Via The Argus https://theargus.in
Comments
Post a Comment