ଶ୍ରୀମନ୍ଦିର ଭିତର ବେଢାରେ ଚନ୍ଦନ ଯାତ୍ରା ଓ ରଥକାଠ ଅନୁକୁଳ ନୀତି ଶେଷ
ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ଵିଧି ମୁତାବକ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ଭିତରେ ରଥକାଠ ଅନୁକୂଳ ଓ ଚନ୍ଦନଯାତ୍ରାର ଜଳକ୍ରୀଡା ନୀତି ଅନୁଷ୍ଠିତ ହୋଇଯାଇଛି । ଉତ୍କଳୀୟ ପରମ୍ପରା ଅନୁସାରେ ଆଜି ମଧ୍ୟ ଅଖି ମୁଠି ଅନୁକୂଳ କରାଯାଇଥିବା ବେଳେ ଘଡି ପତୁଲି ପୂଜା କରାଯାଇଛି । ବନଯାଗ ଵିଧି ଅନୁସାରେ ରଥକାଠ ଅନୁକୂଳ କରାଯାଇଥିବା ବେଳେ ତିନିଗୋଟି ଜଳକ୍ରୀଡା କୁଣ୍ଡରେ ପଞ୍ଚୁମହାଦେବ, ମଦନ ମୋହନ, ରାମକୃଷ୍ଣ ଓ ଶ୍ରୀଦେବୀ ଭୂଦେବୀଙ୍କ […] Via The Argus https://theargus.in
Comments
Post a Comment