ଭୁବନେଶ୍ଵରରେ ବଳବତ୍ତର ରହିବ, ବୁଲିଲା ପ୍ରଚାର ଗାଡ଼ି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରରେ ବଳବତ୍ତର ରହିବ ଲକଡାଉନ। ରାଜଧାନୀବାସୀଙ୍କ ଭିତରେ ଥିବା ସନ୍ଦେହକୁ ଦୂର କରିବା ପାଇଁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ପ୍ରଚାର ଗାଡି ଜରିଆରେ ଲୋକଙ୍କୁ ସୂଚନା ମଧ୍ୟ ଦିଆଯାଉଛି। ଲକଡାଉନ ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମ ଭୁବନେଶ୍ବରରେ ବଳବତ୍ତର ରହିବ ବୋଲି ଏକ ବିଜ୍ଞପ୍ତି ଜାରି କରି ବିଏମସି ଘୋଷଣା କରିଛି। ଆଜି ଅପରାହ୍ନରେ ପାଞ୍ଚୋଟି ପ୍ରଚାର ଗାଡ଼ି ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଲକଡାଉନ ବଳବତ୍ତର ରହିବ […] Via The Argus https://theargus.in

Comments