ଦିଲ୍ଲୀରେ 23ଟି ହସ୍ପିଟାଲର 211 ସ୍ଵାସ୍ଥ୍ୟକର୍ମୀ କୋରୋନା ସଂକ୍ରମିତ
ଅର୍ଗସ ବ୍ୟୁରୋ : କୋରୋନା ଭୂତାଣୁକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ। ଏହି ମଧ୍ୟରେ ଦିଲ୍ଲୀର ବହୁ ବଡ଼ ବଡ଼ ହସ୍ପିଟାଲର କାର୍ଯ୍ୟରତ ଡାକ୍ତର, ନର୍ସ ଏବଂ ସ୍ଵାସ୍ଥ୍ୟକର୍ମୀ କୋରୋନା ବଶବର୍ତ୍ତୀ ହୋଇଛନ୍ତି। ଏଯାଏଁ ଦିଲ୍ଲୀରେ 23ଟି ହସ୍ପିଟାଲର 211 ଜଣ ସ୍ଵାସ୍ଥ୍ୟକର୍ମୀ କୋରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି କି, ଏହି ସ୍ଵାସ୍ଥ୍ୟକର୍ମୀଙ୍କ ମଧ୍ୟରୁ 95 ପ୍ରତିଶତ କୋରୋନା ରୋଗୀଙ୍କ ଉପଚାର କରୁଥିଲେ, ଏବେ ନିଜେ ସଂକ୍ରମିତ ହୋଇ ଚିକିତ୍ସିତ […] Via The Argus https://theargus.in
Comments
Post a Comment