ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଆର୍ଚର ଦୀପିକା କୁମାରୀ ଓ ଆର୍ଚର ଅତନୁ ଦାସ
ଅର୍ଗସ ବ୍ୟୁରୋ : ଜୁଲାଇ 2 ତାରିଖରେ ଭାରତୀୟ ଆର୍ଚର ଦୀପିକା କୁମାରୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଆର୍ଚର ଅତନୁ ଦାସ। ପୂର୍ବରୁ ଉଭୟେ ସେମାନଙ୍କ ବିବାହ ଟୋକିଓ ଅଲମ୍ପିକ ପରେ କରିବାକୁ ଯୋଜନା କରିଥିଲେ କିନ୍ତୁ ଟୋକିଓ ଅଲମ୍ପିକ କରୋନାକୁ ଦୃଷ୍ଟିରେ ରଖି ଆରବର୍ଷକୁ ଘୁଞ୍ଚିଯିବାରୁ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଡି କୋଲକାତାର ଦ୍ୱିତୀୟ ଯୋଡି ଭାବେ ଗୋଟିଏ ଅଲମ୍ପିକରେ ଖେଳିବାକୁ ଯାଉଛନ୍ତି। ପୂର୍ବରୁ ପୂର୍ବତନ ଭାରତୀୟ ହକି ମିଡିଫିଲଡର ଭେସେ […] Via The Argus https://theargus.in
Comments
Post a Comment