ଆଜି ଦିନ ୧୧ଟାରେ ‘ମନ କି ବାତ୍’ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱର: ଆଜି ଦିନ ୧୧ଟାରେ ‘ମନ କି ବାତ୍’ କାର୍ଯ୍ୟକ୍ରମ । ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମର ଏହା ହେଉଛି ୬୬ତମ ସଂସ୍କରଣ । ପ୍ରଧାନମନ୍ତ୍ରୀ ମୋଦୀ ମନକୀ ବାତ କାର୍ଯ୍ୟକ୍ରମ ଜରିଆରେ ଜୁନ ୩୦ ଅନଲକ ୦.୧ ଶେଷ ହେବା ପରେ କ’ଣ କରାଯିବ, ସେନେଇ ସୂଚନା ପ୍ରଦାନ କରିପାରନ୍ତି । କୋରୋନା ଭାଇରସ ମହାମାରୀ କାରଣରୁ ଏବେ ଦେଶରେ ୫ଟି ପର୍ଯ୍ୟାୟରେ ଶେଷ ହେବା ପରେ ଅନଲକ ହୋଇଛି […] Via The Argus https://theargus.in
Comments
Post a Comment