ଅନ୍ଲାଇନ୍ ଗେମ୍ରୁ ଆକାଉଣ୍ଟ ହ୍ୟାକ୍: ‘ଡେୟାର’ କମ୍ପ୍ଲିଟ୍ ପାଇଁ ୧୦ ଲକ୍ଷ ଲୁଟ !
ଲକ୍ଷ୍ନୌ: ଅନଲାଇନ୍ ଗେମରେ ଡେୟାର କମ୍ପ୍ଲିଟ ପାଇଁ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ କରିଦେଲା ଜଣେ 20 ବର୍ଷୀୟ ଯୁବକ । ଜଣେ ଘରୋଇ ସ୍କୁଲ ଶିକ୍ଷକଙ୍କ ଆକାଉଣ୍ଟ ହ୍ୟାକ୍ କରିବା ସହ 10 ଲକ୍ଷ ଟଙ୍କା ଉଠାଇ ନେଇଛି ଯୁବକ । ଏଭଳି ଏକ ଘଟଣାର ପର୍ଦ୍ଦାଫାସ ହୋଇଥିଲା ଯେତେବେଳେ ଶିକ୍ଷକ ହିରିବଂଶ ଲାଲ ଶ୍ରୀବାସ୍ତବ ବିଳାରିୟାଗଞ୍ଜ ପୋଲିସ ଷ୍ଟେସନରେ ଏନେଇ ଏକ ଏତଲା ଦେଇଥିଲେ । ନିଜ ଏତଲାରେ ଶ୍ରୀବାସ୍ତବ ଦର୍ଶାଇଥିଲେ ଯେ, ତାଙ୍କ ଆକାଉଣ୍ଟରୁ […] Via The Argus https://theargus.in
Comments
Post a Comment