ରାଜ୍ୟରେ ପୁଣି 170 କରୋନା ପଜିଟିଭ୍ ଚିହ୍ନଟ
ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଜି ପୁଣି 170 କରୋନା ପଜିଟିଭ୍ ଚିହ୍ନଟ। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 143 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 27 ଜଣ ସ୍ଥାନୀୟ ସଂକ୍ରମିତ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ନବରଙ୍ଗପୁରରୁ 19, ରାୟଗଡ଼ାରୁ 16, ଖୋର୍ଦ୍ଧାରୁ 19, ଗଞ୍ଜାମରୁ 58, ଯାଜପୁରରୁ 3, ମାଲକାନାଗିରିରୁ 5, ପୁରୀରୁ 6, ନୟାଗଡ଼ରୁ 3, […] Via The Argus https://theargus.in
Comments
Post a Comment