ବ୍ରହ୍ମପୁରରେ କୋଭିଡ ଯୋଦ୍ଧାଙ୍କ ପ୍ରତି ବଢୁଛି ବିପଦ, 11 ଦିନ ଭିତରେ 129 ଯୋଦ୍ଧା କୋରୋନାରେ ଆକ୍ରାନ୍ତ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବିଗୁଡ଼ୁଛି କରୋନା ସ୍ଥିତି। ଗତ 11 ଦିନ ଭିତରେ ଗଞ୍ଜାମ ଜିଲ୍ଲାରେ ଆଗ ଧାଡିର କୋରୋନା ଯୋଧ୍ୟାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା 129। ଏହି ସଂଖ୍ୟା ଭିତରେ କେବଳ ପୋଲିସ ସଂଖ୍ୟା 29 । ଜିଲ୍ଲାର ଆସିକା, ସେରଗଡ଼, ଛତ୍ରପୁର ଏବଂ ବ୍ରହ୍ମପୁରର ସଦର ଥାନାର ପୋଲିସ କର୍ମଚାରୀଙ୍କ ଠାରେ କୋରୋନା ଆକ୍ରାନ୍ତ କରିଛି । ବ୍ରହ୍ମପୁର ସଦର ଥାନାକୁ ବ୍ୟାରିକେଟ ନିର୍ମାଣ କରି ଜନ ସାଧାରଣଙ୍କୁ ଯିବାକୁ ବାରଣ […] Via The Argus https://theargus.in
Comments
Post a Comment