ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ପୁରିଲା 45 ବର୍ଷ
ଅର୍ଗସ ବ୍ୟୁରୋ : 45 ବର୍ଷ ପୂର୍ବେ ଠିକ୍ ଆଜିର ଦିନରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। 1975 ମସିହା ଜୁନ 25ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯିବା ସହ ସମସ୍ତ ନାଗରିକଙ୍କ ମୌଳିକ ଅଧିକାର ଛିନ୍ନ କରାଯାଇଥିଲା। ଅଭିବ୍ୟକ୍ତ କରିବାର ଅଧିକାର, ଏପରିକି ନାଗରିକମାନଙ୍କ ଠାରୁ ବଞ୍ଚିବାର ଅଧିକାର ଛିନ୍ନ କରାଯାଇଥିଲା। ଏହି ସମୟକୁ ଦେଶର ସବୁଠୁ କଳା ଦିବସ କୁହାଯାଏ। ଜରୁରୀକାଳୀନ ସ୍ଥିତିରେ ଅନ୍ୟାୟ ପାଇଁ […] Via The Argus https://theargus.in
Comments
Post a Comment