ଗଣମାଧ୍ୟମ ପାଇଁ ପୁରୀରେ ସ୍ୱତନ୍ତ୍ର କର୍ଫ୍ୟୁ ପାସ୍, ବାହୁଡା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ କରିପାରିବେ ସୁଟିଂ
ପୁରୀ: ବାହୁଡା, ସୁନା ବେଶ ଓ ନୀଳାଦ୍ରି ବିଜେ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । କରୋନା ସଂକ୍ରମଣ ଯେମିତି ନବ୍ୟାପେ ସେନେଇ ବିଭିନ୍ନ ପଦକ୍ଷେପ ନେଉଛି ପୁରୀ ପ୍ରଶାସନ । ବାହୁଡା, ସୁନା ବେଶ ଓ ନୀଳାଦ୍ରି ବିଜେକୁ ଲକ୍ଷ୍ୟରେ ରଖି ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଜାରି କରାଯାଇଛି । Visual Media representatives of Puri can apply […] Via The Argus https://theargus.in
Comments
Post a Comment