ବିଶ୍ୱ କରୋନା ମୁକ୍ତ ହେଉ ମନସ୍କାମନା କରି ଭେଙ୍କଟେଶ୍ୱରରେ ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ଶିବରାଜ
ନୂଆଦିଲ୍ଲୀ : ଦେଶରେ କରୋନା ମହାମରୀ ଦ୍ରୁତ ଗତିରେ ବୃଦ୍ଧି ହେଉଥିବାରୁ ଏହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏପରି ସ୍ଥଳେ ଅନେକ ଲୋକ ଭଗବାନଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ନିଜର ପରିବାର ସଦସ୍ୟଙ୍କ ସହ ଗତକାଲି ସନ୍ଧ୍ୟାରେ ତିରୁମାଲାରେ ପହଞ୍ଚିଥିଲେ। ଦେଶରେ ଅଖଣ୍ଡତା ବଜାୟ ପାଇଁ ଯବାନଙ୍କ ସହିଦ ଏବଂ ବିଶ୍ୱରୁ କରୋନା ମହାମରୀ ହଟିବା ନେଇ ସେ ପୂଜାର୍ଚ୍ଚନା କରିଛନ୍ତି। ଗତକାଲି […] Via The Argus https://theargus.in
Comments
Post a Comment