କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ! ଭାରତରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ପ୍ରଥମ ହାଇଟେକ ଷ୍ଟାଡିୟମ
ନୂଆଦିଲ୍ଲୀ: ବର୍ଷା ହେଲେ କ୍ରିକେଟ ମ୍ୟାଚ ବାତିଲ ହୋଇଯାଏ । ଏହାସହ ବେଳେ ବେଳେ ଡିଏଲ ମେଥଡ ଅନୁସାରେ ମ୍ୟାଚର ଫଳାଫଳ ଓ ବିଜେତା ଟିମ୍ ନିର୍ଣ୍ଣୟ କରାଯାଏ । କିନ୍ତୁ ଏବେ ଆଉ ପ୍ରାୟ କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିବନି । ଭାରତରେ ଏବେ ଏଭଳି ଏକ ହାଇଟେକ୍ ଷ୍ଟାଡିୟମ୍ ନିର୍ମାଣ ହେବାକୁ ଯାଉଛି । ଭାରତରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ପ୍ରଥମ ହାଇଟେକ ଷ୍ଟାଡିୟମ । ଏହି ଷ୍ଟାଡିୟମ ପଞ୍ଜାବର ଚଣ୍ଡୀଗଡ଼ […] Via The Argus https://theargus.in
Comments
Post a Comment