ଗୋଟିଏ ଦିନରେ 3ଟି ରାଜ୍ୟରେ ଭୂକମ୍ପ ଝଟକା
ଅର୍ଗସ ବ୍ୟୁରୋ : ଗତକାଲି ଦେଶର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଶୁକ୍ରବାର ହରିଆଣାର ରୋହତକ ଓ ମେଘାଳୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାପରେ ସନ୍ଧ୍ୟାରେ ଲଦ୍ଦାଖରେ 4.5 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସୂଚନାନୁଯାୟୀ, ଲଦ୍ଦାଖରେ ଶୁକ୍ରବାର ସନ୍ଧ୍ୟା 8ଟା 15 ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ର ଲଦ୍ଦାଖ ଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.5 ରେକର୍ଡ କରାଯାଇଛି। ଏହା ପୂର୍ବରୁ ଶୁକ୍ରବାର ସନ୍ଧ୍ୟା ମେଘାଳୟର ତୁରାରୁ 79 […] Via The Argus https://theargus.in
Comments
Post a Comment