ଭାରତର ବୋଲିଂଗ ବିଭାଗ ଶକ୍ତିଶାଳୀ ହେବାକୁ ହେଲେ ବୁମ୍ରାଙ୍କ ୱାର୍କ ମ୍ୟାନେଜେମେଣ୍ଟ ନିହାତି ଦରକାର – ଭରତ ଅରୁଣ
ଅର୍ଗସ ବ୍ୟୁରୋ : ବର୍ତ୍ତମାନ ଭାରତୀୟ ବୋଲିଙ୍ଗ ଲାଇନର ମେରୁଦଣ୍ଡ କହିଲେ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ବୁଝାଏ। ନିଜର ବୋଲିଂଗ ଷ୍ଟାଇଲ ଏବଂ ବିଭିନ୍ନ ପ୍ରକାର ଭେରିଏସନ ଦ୍ୱାରା ବହୁ ବ୍ୟାଟସମାନଙ୍କୁ ହଇରାଣରେ ପକାଇଥାନ୍ତି ବୁମ୍ରା। ତେବେ ଭାରତୀୟ ବୋଲିଂଗର ମେରୁଦଣ୍ଡ କୁହାଯାଉଥିବା ବୁମ୍ରାଙ୍କ ଠିକ ଭାବେ ଯତ୍ନ ନିଆଗଲେ ଏହା ଭାରତୀୟ ଦଳ ପାଇଁ ମଙ୍ଗଳ ହେବ ବୋଲି ଭାରତୀୟ ବୋଲିଂଗ କାଚ ଭରତ ଅରୁଣ କହିଛନ୍ତି। ଗତ କିଛି ବର୍ଷ ହେଲା ଭାରତୀୟ […] Via The Argus https://theargus.in
Comments
Post a Comment