ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ
ଅର୍ଗସ ବ୍ୟୁରୋ : ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧା ବିଗ୍ରହ। ଆଜି ସକାଳ ପ୍ରାୟ ୮ଟାରେ ପୁରୀରେ ତିନି ଠାକୁରଙ୍କର ବାହୁଡ଼ାଯାତ୍ରା ଆରମ୍ଭ ହୋଇଛି। ସେବାୟତମାନେ ପ୍ରଥମେ ସୁଦର୍ଶନଙ୍କୁ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ଆଣି ନାକଚଣା ଦ୍ବାର ନିକଟରେ ପ୍ରତୀକ୍ଷାରତ ତିନି ରଥଙ୍କ ମଧ୍ୟରୁ ଦର୍ପଦଳନ ରଥରେ ବିଜେ କରାଇବା ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ପହଣ୍ଡି ଓ ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ହୋଇଛି। ଏବେ ଝୁଲୁଝୁଲି ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି […] Via The Argus https://theargus.in
Comments
Post a Comment